Welcome to My New Blogging Blog
ମୁଁ ଅଭିମନ୍ୟୁ
ମୁଁ ଅଭିମନ୍ୟୁ ଚକ୍ରବ୍ୟୁହରେ ପଶି ତ ସାରିଛି ଫେରିବାର ବାଟ ଜାଣିନାହିଁ । କୌତୁହଳେ ମୁଁ ପଶିଗଲି ସିନା ବାହାରିବା ବାଟ ଦିଶୁ ନାହିଁ। ପଛେ ଥିବେ ବୋଲି କହିଥିଲେ ମୋତେ ମୋର ପ୍ରିୟ ସାଥୀ ବନ୍ଧୁଗଣ ବାହାର କରିବେ ଏ ଚକ୍ର ଭିତରୁ କହିଥିଲେ ହୋଇ ଜଣ ଜଣ। ଚକ୍ରବ୍ୟୁହରେ ପଶିଗଲି ସିନା ତା ଭିତରେ ମୁଁ ଥରହର ଆଗରେ ମୋର ଅଛନ୍ତି ସଭିଏଁ ମହା ମହା ରଥି ଯୁଦ୍ଧବୀର । ଭାବିଥିଲି ମୁଁ ସହଜ…
Follow My Blog
Get new content delivered directly to your inbox.